ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ଅଗ୍ରସର ହେବ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି

0
702
Conditions are favourable for further advance of southwest #monsoon into some more parts of south Bay of Bengal, Andaman Sea and Andaman & Nicobar Islands during next 24 hours

By Our Correspondent

BHUBANESWAR:  ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ର ଆହୁରି କେତକ ଭାଗକୁ  ଅଗ୍ରସର ହେବ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି | ତଥା ଉପଗ୍ରହ ରୁ ଏହା ସୂଚିତ ହେଉଛି ଯେ ଏହି ଅଞ୍ଚଳ ଗୁଡିକରେ ପାଗ ମେଘୁଆ ସହ ବର୍ଷା ଲାଗିରହିଛି |

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ସମ୍ବଲପୁର:୩୯.୪ ଡ଼ିଗ୍ରୀ , ଝାରସୁଗୁଡା: ୩୮.୬ ଡ଼ିଗ୍ରୀ, ହୀରାକୁଦ: ୩୮ ଡ଼ିଗ୍ରୀ  , ଭୁବନେଶ୍ୱର: ୩୬.୮ ଡ଼ିଗ୍ରୀ, ଚାନ୍ଦବାଲି: ୩୬ ଡ଼ିଗ୍ରୀ , ବାଲେଶ୍ୱର: ୩୫.୮ ଡ଼ିଗ୍ରୀ , କେନ୍ଦୁଝର: ୩୫ ଡ଼ିଗ୍ରୀ, ଗୋପାଳପୁର: ୩୪.୪ ଡ଼ିଗ୍ରୀ, ପାରାଦୀପ: ୩୩.୬ ଡ଼ିଗ୍ରୀ , ପୁରୀ: ୩୩.୬ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here