SRC issues fresh COVID-19 guidelines, curfew Timing now 9pm

0
634

By Our Correspondent

BHUBANESWAR:The fresh set of guidelines will be valid from 5 AM of January 7, 2022 to 5 AM of February 1, 2022.ରାଜ୍ୟର ସମସ୍ତ ସହରାଞ୍ଚଳରେ “ନାଇଟ୍ କର୍ଫ୍ୟୁ” ଏଣିକି ରାତି ୧୦ଟା ବଦଳରେ ରାତି ୯ଟାରୁ ଲାଗୁ ହେବ। ଦ୍ବାଦଶ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ।

ରାଜ୍ୟ ସରକାରଙ୍କ ଅଧିନସ୍ଥ ସରକାରୀ କାର୍ଯ୍ଯାଳୟ ଗୁଡିକ ଆସନ୍ତା ସପ୍ତାହରୁ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ। ସେହିପରି ରାଜ୍ୟର ଘରୋଇ ଅନୁଷ୍ଠାନ ଗୁଡିକ ସୀମିତ ସଂଖ୍ୟକ ଷ୍ଟାଫ୍‌ଙ୍କୁ ନେଇ କାମ କରିବା ସହିତ ୱର୍କ୍ ଫ୍ରମ୍ ହୋମ୍ ବିକଳ୍ପ କାର୍ଯ୍ଯକାରୀ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଅଂଶଗ୍ରହଣ କରିପାରିବେ। ଇଣ୍ଡୋର୍ କାର୍ଯ୍ୟକ୍ରମରେ ହଲ୍ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ। ପିକ୍‌ନିକ୍, ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବନ୍ଦ ରହିବ। ରାଜନୈତିକ, କ୍ରୀଡା ତଥା ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଅଂଶଗ୍ରହଣ କରିପାରିବେ।

 The Bhubaneswar Municipal Corporation (BMC) has declared five areas as containment zone after COVID-19 cases were reported from these areas. The containment zone includes Plot No. 1499/A, near Sai Temple, Acharya Vihar; Plot No. 120-B, Satyanagar; Plot No. 60, Bapuji Nagar, Plot No. 1147, Bishnu Nagar, Tankapani Road and Plot No. L3/65, near water tank, Acharya Vihar.

LEAVE A REPLY

Please enter your comment!
Please enter your name here